କାଳିଆ ଦର୍ଶନେ ଯିବି ଶ୍ରୀକ୍ଷେତ୍ର
ରତ୍ନବେଦିରେ ଜଗତର ୩ ଠାକୁର
ଭକ୍ତ ମେଳରେ ଦିଅନ୍ତି ଦର୍ଶନ I
ବଡଭାଇ ବଳରାମ ତାଳଧ୍ଵଜେ
ନନ୍ଦିଘୋଷରେ କଳା ଠାକୁର
ଭଗ୍ନୀ ଶୁଭଦ୍ରା ଦର୍ପଦଳନ ରଥେ
ଚୂଡ଼ାରେ ପତିତପାବନ ବାନI I
ସେବାରେ ନୁହେଁ ଛୋଟ ବଡ଼
ସ୍ବର୍ଣ୍ଣ ଖଡ଼ିକIରେ ଛେରା ପହଁରI
ପ୍ରଧାନ ସେବକ ଗଜପତି ରାଜା
ମନ ନ’ଫେରେ ପୁରୁଷୋତ୍ତମ I
ଆନନ୍ଦ ବଜାର ଶ୍ରଦ୍ଧାଳୁଙ୍କ ବହଳ
ଅବଢ଼ା ୫୬ଭୋଗ ବ୍ୟଞ୍ଜନର ସ୍ୱାଦ
ଅପାସୋରା ମନ ଯେତେ ଦେଖିଲେ
ସୁନ୍ଦର ସରେନା ଜନ୍ମ ଜନ୍ମାନ୍ତରେ ମନ I
🙏🙏🙏
(ରଚୟିତା-ଦିଲିପ କୁମାର ନାୟକ)

Comments
Post a Comment