ଆସିବକି (କବିତା-୫) on June 22, 2025 Get link Facebook X Pinterest Email Other Apps ତମେ ଆସିଲଆଲୁଅ ଛୁଇଁଲାସବୁ ଭାଗ ବାଣ୍ଟିଲେବାଦ କିଏ ନ ପଡ଼େ। ବୋହିଲା ପବନବଞ୍ଚିଲା ଜୀବନହସିଲା ଧରା ଭୂମି। ଜିଅନ୍ତାର ଆଶା।ସକାଳୁଆ ଜୀବନପାଦପ ତଳର ପାଦର। ତମେ ଫେରିଲଅନ୍ଧାର ଛୁଇଁଲାସବୁ ବନ୍ଦ ଏଠିତମେ ଥରେଆସିବ କି ? 🙏🙏🙏(ରଚୟିତା-ଦିଲିପ କୁମାର ନାୟକ) Comments
Comments
Post a Comment