ଓଠରୁ ଝରୁ
କଅଁଳ ଶବ୍ଦଟି
ହଜିଯାଇଥିବା ମନଟା
ଦୂର ହେଉ ଯାତନା ।
ମରୁତ ସ୍ଵର୍ଗରେ
ପାଖୁଡ଼ା କୋଳାଗ୍ରତ କରେ
ମାଳା ଫୁଲରେ ଲମ୍ବେଇ
ଗୁନ୍ଥିବ ପ୍ରିୟ ବସୁଧାକୁ।
ଅମାନିଆ ତରଙ୍ଗ
ଚୁମ୍ବନ କରୁଥାଇ
ଉଦିଆ ଜିଅଁନ୍ତା ସୂରୁଜକୁ
ଲାସ୍ୟମୟୀର ପାଶେ।
ଜୁଆରତ ଆସିବ
ସାଗର ବେଳାରେ
ଅସୁମାରି ସପନରେ
ପୁନେଇଁ ଜହ୍ନ ଆଲୁଅରେ ।
🙏🙏🙏
(ରଚୟିତା-ଦିଲିପ କୁମାର ନାୟକ)
Comments
Post a Comment