ପ୍ରାକୃତିକ ସମ୍ବଳ ଗଛିତ
ବିଶ୍ୱ ବଜ୍ଜାର ଗତି ମୁକ୍ତ
ବେକାର ସଂଖ୍ୟା ଉଚ୍ଚାରେ।
ମାନବ ସମ୍ବଳ ଘେରା
ଯୁବଯୁବା ୬୬ ପ୍ରତିଶତ
ବିଶ୍ୱରେ ପ୍ରମୁଖ ଦାବିଦାର।
ଶିକ୍ଷା ଅଛି ପନ୍ଥା ରହିଛି
ମାନସିକତାରେ ଦୁର୍ବଳ
ସାନ ବଡ ନଦିଅ ଭାବି ।
ଆତ୍ମନିର୍ଭରଶୀଳତା
ସୁଯୋଗ ଦେଇଛି
ହାତ ଛାଡ ନକରି।
ରୋଜଗାର ଦିଅ
ଗାନ୍ଧୀ ଦର୍ଶନକୁ
ସ୍ମରଣକରି।
🙏🙏🙏
(ରଚୟିତା-ଦିଲିପ କୁମାର ନାୟକ)
Comments
Post a Comment