ଗଣତନ୍ତ୍ର (କବିତା -୧୨ )

 



ଏଥେନ୍ସ ନଗରୀ
ନାମ ଗଣତନ୍ତ୍ର
ଉତ୍ତମ ବିହନ
ନିଜେ ନିଜର ମାଲିକ ।

ମାଟିରେ ତଫାତ
ମଣିଷ ମଣିଷଙ୍କର
ଦେଶ ବିଦେଶରେ
ସଂକଟରେ ଆମ ତନ୍ତ୍ର ।

ନିର୍ବାଚନ ମତଦାନ
ସଂଖ୍ୟାରେ ଖେଳ
ସରକାରୀ ଶାସନ ।

ସଂରକ୍ଷଣ ରହିଛି
ଜନଙ୍କ  ଅର୍ଥରେ
ସୁବିଧା ପ୍ରଦାନ
ଗର୍ଭରୁ ସ୍ୱର୍ଗଦ୍ୱାର
ଏଠି ଅଜ୍ଞ ଜନ
ନେତା ଦଳ ବିଜ୍ଞ
ସଂକଟରେ ଗଣତନ୍ତ୍ର।
🙏🙏🙏

(ରଚୟିତା-ଦିଲିପ କୁମାର ନାୟକ)

Comments