୨୭ / ଅଢେଇ ଅକ୍ଷର


ପ୍ରେମ ପଦ  ଅଢେଇ ଅକ୍ଷର

 ପ୍ରାଚୀନ ସମାଜଠୁ ସର୍ବୋପରି  

ଇସ୍ପାତ ଠୁ ଶକ୍ତ ପ୍ରେମ

ପାଖୁଡ଼ା  ଠାରୁ ଅତି କୋମଳ

ରକ୍ତ ନିକଟେ ଶରୀର ଦୂରେ

ପ୍ରେମ ଚିରନ୍ତନ ଶାଶ୍ଵତ

ମିଳନ ଏକ ମହକ

ହୃଦୟ ହୃଦୟେ ଆଦର

ପ୍ରେମ ଏକ ସୁନାମି ମହୀରୁଦ

ପ୍ରେମ ଭାରତୀ ପାଦପ ପୁଷ୍ପ

ବାହାନା ଅନେକ ଲକ୍ଷ୍ୟ ଏକ

ମିଳନ ପରଶରେ ପୁରସ୍କୃତ

ବଢିଛି ମୋ ବଗିଚାରେ

ସାଉଁଟିବା ପ୍ରେମର ବୃକ୍ଷ

ଲଗ୍ନ ପ୍ରୀତିଭୋଜନ ବ୍ୟଞ୍ଜନ

କନ୍ୟା ବର ପ୍ରେମର ଭାଗ ପୁଷ୍ପଜ

ପ୍ରଖର ଧ୍ଵନି ମାତ୍ରାଠାରୁ ଅଧିକ

ଅଲୋଡ଼ା ଅସନା ଲୋଡ଼ା ମଣିଷ

ଅତୀତ ବର୍ତ୍ତମାନ ସାଥି ଭବିଷ୍ୟତ

🙏🙏🙏

 

(ରଚୟିତା-ଦିଲିପ କୁମାର ନାୟକ)

  

Comments