୩୦ /ଖୁସି


ଖୁସି ଅସୁଖୀ ଜଞ୍ଜାଳ ଜୀବନ

ଅସ୍ଥାୟୀ ସ୍ଥାୟୀ ଖୁସିର ସମ୍ବଳ

ପରିବେଶରେ ଉପଲବ୍ଧ

ଉଦ୍ୟମରେ ଅମଳ

ଭୋଗ ଭାଗ୍ୟରେ କ୍ଳିଷ୍ଟ

ଉଭୟେଙ୍କ ସମ୍ପର୍କ

ଦିଆ ନିଆର ସ୍ଵାଦ

ଖୁସିର ବହୁ ବଚନେ

ପ୍ରକୃତି କୃତ୍ରିମ ଜିଂଈବା କଣ୍ଟ

ଭିନ୍ନତାରେ ପସନ୍ଦର ମନ

ଖୋଲା ପଡ଼ିଛି ସଂସାର

ଖୁସିର ମାପ କାଠି ନିଜ ନିଜର

ସ୍ଵାର୍ଥ କୃପଣ ପଣରେ

ସମାଜର ମୂଲ୍ୟ ଶୂନ

ତ୍ୟାଗ ପ୍ରେମ ସେବା ଦାନ

ଖୁସି ସଂଜ୍ଞାର ଆସର

ଅସନା ଅଜାଡ଼ି ଦିଅ ଖାତରେ

ଖୁସିର ମହଲ ବୃକ୍ଷ

ଛାୟା ପତ୍ର ଫୁଲ ଫଳ

ଯୌବନ ଜରା ଜୀବନ

ଖୁସି ଖୁସିରେ ପ୍ରକୃତି

ଚନ୍ଦ୍ରମା ତାରା ସୂର୍ଯ୍ୟ

ବନ ନଈ ସାଗର

ମାଟି ପାଣି ପବନ

ପ୍ରକୃତି ଦାନ ଦେଇଛି

ଜଗତ କଲ୍ୟାଣ ନିମନ୍ତେ

ମଣିଷଙ୍କର ଦ୍ଵାରI ଖେଳ

ମଣିଷ ଖୁସିର ପାଇଁ

🙏🙏🙏

(ରଚୟିତା-ଦିଲିପ କୁମାର ନାୟକ) 

 

(ରଚୟିତା-ଦିଲିପ କୁମାର ନାୟକ)

Comments